CLICK HERE TO IMPROVE YOUR ENGLISH TODAY!

English translation

Translate the following Odiya sentences to English.

1. କାଲି ସନ୍ଧ୍ୟାରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବି।
2. ଏ ଘରଟି ୭ ବର୍ଷ ତଳେ ମରାମତି ହୋଇଥିଲା।
3. ମୁଁ ଆଜି ସକାଳେ ପୁଷ୍ଟିକର ଜଳଖିଆ ଖାଇଛି।
4. ଏହି ଆଚାରରେ ୭ ପ୍ରକାରର ଜିନିଷ ମିଶିଛି।
5. ମୋ ଜନ୍ମଦିନରେ ମୋର ଶିକ୍ଷକ ମୋତେ ଗାନ୍ଧିଜୀଙ୍କ ଆତ୍ମଜୀବନୀ ବହିଟି ଦେଲେ।
6. ରାତିରେ ଭୀଷଣ ବର୍ଷା ଯୋଗୁ ଆମ ଗାଁର ରାସ୍ତାଘାଟ ଡୁବି ଯାଇଛି।
7. ସ୍କୁଲରେ ପହଞ୍ଚି ଦେଖିଲି ଜମା ତିନୋଟି ପିଲା ଆସିଛନ୍ତି।
8. ମୁଁ ଯାଉଛି ବଗିଚାରେ ଥିବା ଆମ୍ବ ଗଛରେ ଚଢିବି।
9. ମୋତେ ମିଠା ଆମ୍ବ ଠାରୁ ଖଟା ଆମ୍ବ ଭଲ ଲାଗେ।
10. ମୋର ଏପରି ରୁଚି ଦେଖି ମୋ ସାଙ୍ଗମାନେ କାବା ହୁଅନ୍ତି।
11. ମୋର ଜଣେ ସାଙ୍ଗ ଅଛି ସିଏ ମିଠା ଖାଇବାକୁ ଭାରି ଭଲ ପାଏ।
12. କିନ୍ତୁ ତାର ବାପା ଓ ବୋଉଙ୍କୁ ମଧୁମେହ ବ୍ୟାଧି ରୋଗ ଧରିଛି। ସେଥିପାଇଁ ସେମାନେ ତାଙ୍କ ଝିଅକୁ ମିଠା ଖାଇବାକୁ ମନା କରନ୍ତି।
13. ଝିଅଟି କିନ୍ତୁ ବାପାମାଆଙ୍କ କଥା ଶୁଣିନାହିଁ। ଏହି କଥା ପାଇଁ ମୁଁ ତାଙ୍କୁ ଅନେକ ଥର ତାଗିଦ କଲିଣି।
14. ଆମ ଭିତରେ ବେଳେ ବେଳେ ଗରମାଗରମ ଯୁକ୍ତିତର୍କ ଲାଗେ।
15. ମୋର ପାହାଡ ଚଢିବା ପାଇଁ ଭାରି ସଉକ।କିନ୍ତୁ ଆମ ଗାଁରୁ ୩୦୦ କି.ମି ଦୂରରେ ପାହାଡ ଅଛି।
16. ସେ ପର୍ଯ୍ୟନ୍ତ କିପରି ଯିବି ମୁଁ ଚିନ୍ତା କରିପାରୁନାହିଁ।
17. ପାହାଡ ଚଢିବା ପାଇଁ ଅଙ୍ଗପ୍ରତ୍ୟଙ୍ଗ ସବୁ ମଜଭୁତ ହେବା ଦରକାର।
18. ମୁଁ ଭାବୁଛି ମୋର ଅଙ୍ଗପ୍ରତ୍ୟଙ୍ଗ ବହୁତ ମଜଭୁତ ହୋଇଛି।
19. ମୁଁ ସବୁ ସାଙ୍ଗମାନଙ୍କୁ କୁସ୍ତିରେ ହରାଇ ଦିଏ।
20. ଏଥିରୁ ଜଣାପଡୁଚି ଯେ ମୁଁ ପାହାଡ ଚଢିବା ପାଇଁ ସକ୍ଷମ ହେବି।


Related Posts

    Share:
    Subscribe
    Notify of
    guest
    0 Comments
    Oldest
    Newest Most Voted
    0
    Would love your thoughts, please comment.x