English translation
Translate the following Odiya sentences to English. 1. କାଲି ସନ୍ଧ୍ୟାରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବି। 2. ଏ ଘରଟି ୭ ବର୍ଷ ତଳେ ମରାମତି ହୋଇଥିଲା। 3. ମୁଁ ଆଜି ସକାଳେ ପୁଷ୍ଟିକର ଜଳଖିଆ ଖାଇଛି। 4. ଏହି ଆଚାରରେ ୭ ପ୍ରକାରର ଜିନିଷ ମିଶିଛି। 5. ମୋ ଜନ୍ମଦିନରେ ମୋର ଶିକ୍ଷକ ମୋତେ ଗାନ୍ଧିଜୀଙ୍କ ଆତ୍ମଜୀବନୀ ବହିଟି ଦେଲେ। …